ଯବନିକା
ଦେଖଣା
ଯବନିକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଜୁ ଧାତୁ= ବେଗେ ଚଳିବା + କରଣ. ଅନ+କ+ଆ କିମ୍ୱା ଯବନ +କ+ଆ)
[ସମ୍ପାଦନା]- ୧. ତିରଷ୍କରିଣୀ; ପରଦା — ୧. A screen.
- ୨. କନାଟି ବାଡ଼ —୨. A Screen of cloth; curtain.
- ୩. ରାଉଟିର ଚାରିପାଖେ ଘେରା କନାର ବାଡ଼ —୩. A screen round a tent.
- ୪. ରଙ୍ଗାଳୟର ବହିଃସ୍ଥ ପରଦା ବା ପଟ — ୪. A dropscene.
- ୫. ଯବନସ୍ତ୍ରୀ; ପଠଉଣୀ — ୫. A muslim lady; a J̄abana lady.
- ୬. ଯୁଆଣି —୬. Carraway; ajwan.