Jump to content

ଯବନିକା ପତନ

ଉଇକିଅଭିଧାନ‌ରୁ

ଯବନିକା ପତନ

ଉଚ୍ଚାରଣ

[ସମ୍ପାଦନା]

(ଯବନିକାପାତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ପଟକ୍ଷେପଣ; ଅଙ୍କବିଶେଷର ବା ଦୃଶ୍ୟବିଶେଷର ଅଭିନୟ ଶେଷରେ ନାଟ୍ୟ— ଶାଳାର ସମ୍ମୁଖସ୍ଥ ପରଦା ପଡ଼ିବା — The falling of the dropscene.