ଯବମଧ୍ୟା
ଛନ୍ଦୋବିଶେଷ; ୩ ଛତ୍ରଯୁକ୍ତ ଛନ୍ଦୋବିଶେଷ, ଯହିଁର ମଝି ଧାଡ଼ିରେ ଉପର ଓ ତଳ ଧାଡ଼ି ଅପେକ୍ଷା ଗୋଟିଏ ଅକ୍ଷର ବେଶୀ ଥାଏ — Name of a Sanskrit metre of ୩ lines, the middle line having one syllable more than the remaining two.