ଯବାଗୂ
ଦେଖଣା
ଯବାଗୂ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଯୁ ଧାତୁ= ମିଶ୍ରିତ କରିବା + କର୍ମ. ଆଗୁ)
[ସମ୍ପାଦନା]- ୧. (ଯାହାକୁ ମିଶ୍ରିତ କରାଯାଏ) ଯାଉ; ଷଡ଼ଗୁଣ ଜଳରେ ପକ୍ୱ ଚାଉଳ ବା ଯବଗୁଣ୍ଡା —୧. Gruel made of barley.
- ୨. ଯବର ବା ଚାଉଳର ବାସୀ ତୋଡ଼ାଣି — ୨. Femented barley water or rice-water.
[ ଦ୍ର—ବୈଦ୍ୟକମତରେ ଏହା ରୋଗୀର ପଥ୍ୟ, ଗ୍ରାହକ, ବଳକାରକ ଓ ବାତନାଶକ—ହିନ୍ଦୀ - ଶ.]