Jump to content

ଯବାସ

ଉଇକିଅଭିଧାନ‌ରୁ

ଯବାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯୁଧାତୁ = ମିଶ୍ରିତ ହେବା + କର୍ତ୍ତୃ. ଆସ)

[ସମ୍ପାଦନା]
୧. କଣ୍ଟକୀ କ୍ଷୁପ ବିଶେଷ; ଦୁରାଲାଭ; ଜବାସା —୧. A prickly plant; Hedyseram Alhagi.

[ ଅନ୍ୟ ସଂସ୍କୃତ - ନାମ—ଅନନ୍ତା, ଅଳ୍ପକ, କଚ୍ଛୁରା, କଣ୍ଟକାଳୁକା, କ୍ଷୁଦ୍ରେଙ୍ଗୁଦି ଅନ୍ଧାରୀ, କ୍ରିକର୍ଣ୍ଣିକା, ପଳପତ୍ର, ବିଷଘ୍ନ, ଯାସ, ରୋଜନିକା, ବହୁକଣ୍ଟକ, ଯବସ, ଦୁରାଲଭା, ଦୁର୍ଲଭା, ଦୁରଭିଗ୍ରହା, ପଦ୍ମମୂଖୀ, ଆତ୍ମମୂଲ୍ୟ, ବିକଣ୍ଟକ, ସମୂଦ୍ରାନ୍ତ, ପ୍ରବୋଧିନୀ, ଧନୁର୍ଯାସ, ଧନ୍ୱୀ, ଧନ୍ୱ, ଯବାସକ, ଦୁସ୍ପର୍ଶ, କୁନାଶକ, ରୋଦନୀ, ଇଦଂକାର୍ଯ୍ୟ, ସୂକ୍ଷ୍ମଦଳା, ଦ୍ରସ୍ତଧର୍ଷା]

୨. ଖଦିର ଭେଦ —୨. As sort of catechu.