Jump to content

ଯବିଷ୍ଠ

ଉଇକିଅଭିଧାନ‌ରୁ

ଯବିଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(ଯବିଷ୍ଠା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯୁବାନ୍+ ଅତିଶୟାର୍ଥେ ଇଷ୍ଠ)

[ସମ୍ପାଦନା]
୧. ଅତ୍ୟନ୍ତ ଯୁବା —୧. Very young; too young.
୨. କନିଷ୍ଠ —୨. Youngest.

=== ବିଶେଷ୍ୟ -

୧. ସବ୍ଭା ସାନ ଭାଇ; ସର୍ବକନିଷ୍ଠଭ୍ରାତା —୧. The youngest brother.
୨. ଅଗ୍ନି (ହିନ୍ଦୀ - ଶ) —୨. Fire.
୩. ଋଗ୍ୱେଦର ଏକ ମନ୍ତ୍ରଦ୍ରଷ୍ଟା ଋଷି ଅଗ୍ନିଯବିଷ୍ଠ ମୁନି — ୩. Name of a vedic sage.