Jump to content

ଯବୀୟାନ୍

ଉଇକିଅଭିଧାନ‌ରୁ

ଯବୀୟାନ୍

ଉଚ୍ଚାରଣ

[ସମ୍ପାଦନା]
(ଯବିୟସୀ, ଯବିୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଯୁବନ୍ + ଈୟସ୍, ୧ମା. ୧ବ)

[ସମ୍ପାଦନା]
୧. ଅତି ଯୁବା —୧. Very young.
୨. କନୀୟାନ୍; ଦୁଇଜଣଙ୍କ ମଧ୍ୟରେ ସାନ —୨. Younger; younger of the two.

=== ବିଶେଷ୍ୟ - ପୁଂ.

ଆପଣାଠାରୁ ସାନଭାଇ —One's younger brother.