ଯବ ଫଳ
ଦେଖଣା
ଯବ ଫଳ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଯବ ପରି ଫଳ ଯାହାର)
- ୧. ବାଉଁଶ — ୧. Bamboo.
- ୨. ଜଟାମାଂସୀ — ୨. Indian spikenard.
- ୩. କୂଟଜ —୩. A medicinal plant; Wrightea Antidysenterica.
- ୪. ଇନ୍ଦ୍ରଯବ (ଦେଖ) - —୪. Indraj̄aba (See)
- ୫. ପିଆଜ (ହିନ୍ଦୀ - ଶ) —୫. Onion.
- ୬. ବାଉଁଶ (ହିନ୍ଦୀ - ଶ) —୬. Bamboo.
- ୭. ପ୍ଳକ୍ଷ ବୃକ୍ଷ (ହିନ୍ଦୀ - ଶ.) (ଦେଖ) - —୭. Pḻaksha (See)