Jump to content

ଯବ ବିନ୍ଦୁ

ଉଇକିଅଭିଧାନ‌ରୁ

ଯବ ବିନ୍ଦୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)

[ସମ୍ପାଦନା]

ସବିନ୍ଦୁ ଯବରେଖାବିଶିଷ୍ଟ ହୀରକ — A diamond with a barley mark on it.

[ଦ୍ରଷ୍ଟବ୍ୟ —ଏ ହୀରା ବ୍ୟବହାର କରିବା ବ୍ୟକ୍ତି ସ୍ୱଦେଶତ୍ୟାଗୀ ହୁଅନ୍ତି—ହିନ୍ଦୀ - ଶ.]