ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ; ୬ଷ୍ଠୀ ତତ୍)
[ସମ୍ପାଦନା]
ଯବକୁ ସିଦ୍ଧ କରି ତାକୁ ଲୁଗାରେ ଛାଣି ବାହାର କରାଯିବା ମଣ୍ଡ — Gumlike jelly prepared by sifting boiled barley through cloth.
[ ଦ୍ର—ଏହା ନବଜ୍ୱରରୋଗୀର ପଥ୍ୟ; ବୈଦ୍ୟଶାସ୍ତ୍ର ମତରେ ଏହା ଲଘୁ ଓ ଗ୍ରାହକ ଏବଂ ଶୂଳ ଓ ତ୍ରିଦୋଷନାଶକ— ହିନ୍ଦୀ - ଶ.]