Jump to content

ଯବ ମଧ୍ୟ

ଉଇକିଅଭିଧାନ‌ରୁ

ଯବ ମଧ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)

[ସମ୍ପାଦନା]
୧. ଚାନ୍ଦ୍ରାୟଣବିଶେଷ; କୃଷ୍ଣ ପ୍ରତିପଦ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଖାଦ୍ୟର ପରିମାଣ କ୍ରମଶଃ କମାଇ ଶୁକ୍ଳ ପ୍ରତିପଦ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୁଣି ଖାଦ୍ୟ ବଢ଼ାଇବାରୂପ ବ୍ରତବିଶେଷ —୧. A kind of penance by which the quantity of one's usual food is lessened day by day during the dark fortnight and is again increased day by day during the bright fortnight till itreaches the normal quantity.
୨. ପାଞ୍ଚ ଦିନରେ ସମାପ୍ତ ଯଜ୍ଞବିଶେଷ (ହିନ୍ଦୀ - ଶ.) — ୨. A kind of sacrifice which taken ୫ days.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯାହାର ଦୁଇ ମୁଣ୍ଡ ଅପେକ୍ଷା ମଧ୍ୟସ୍ଥଳ ସ୍ଥୂଳ — Having the middle thicker or wider than the ends.