ଯମକ
ଦେଖଣା
ଯମକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଯମ+ସ୍ୱାର୍ଥେକେ)
[ସମ୍ପାଦନା]- ୧. ଯମକ ସନ୍ତାନ ଦ୍ୱୟରୁ ଏକତର —୧. One of the twins.
- ୨. ସଂଯମ —୨. Self-control.
- ୩. ଶବ୍ଦାଲଙ୍କାର— ବିଶେଷ; ଏକ ବାକ୍ୟରେ ଭାନ୍ନାର୍ଥବ୍ୟଞ୍ଜନ ସମୋର୍ଚ୍ଚାର୍ଯ୍ୟ ଶବ୍ଦ ମାନଙ୍କର ପୁନାରାବୃତ୍ତି (ଏହା ଆଦ୍ୟ, ମଧ୍ୟ ଓ ଅନ୍ତଯମକ ଭେଦରେ ପ୍ରଧାନତଃ ୩ ପ୍ରକାର) —୩. A figure of
speech; analogue; a species of alliteration; repetition of similar words or letters or sentences in various parts of the same stanza.
- ୪. ନିଯନ୍ତ୍ରଣ —୪. Restraint, check (Apte).
- ୫. ଯୋଡ଼ାକ ମଧ୍ୟରୁ ଏକ —୫. One of pair (Apte)
- ୬. ଡବଲ୍ ପଟ୍ଟୀ —୬. A double bandage (Apte).
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଜାଆଁଳା —୧. Twin; born- twin (Apte).
- ୨. ଦୋପରସ୍ତିଆ; ଡବଲ୍ — ୨. Two fold, double (Apte).
(ଦ୍ର— ଶବ୍ଦାଳଙ୍କାର ତଳେ ଉଦାହରଣ ଦେଖ )
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଆଡ଼ମ୍ୱରମୟ — ୧. Splendid; pompous.
- ୨. କର୍ଣ୍ଣସୁଖକର — ୨. Pleasing to the ear.
(ଉ—ରତି ସଂଗ୍ରାମ ଟମକ, କେଡ଼େଯମକ—ଭଞ୍ଜ.ପ୍ରେମସୁଧାନିଧି )