ଯମଦଂଷ୍ଟ୍ରା
ଦେଖଣା
ଯମଦଂଷ୍ଟ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ମୃତ୍ୟୁର ଆକ୍ରମଣ —୧. The jaws of death.
- ୨. ଅଶ୍ୱିନ ଓ କାର୍ତ୍ତିକ ମାସର ବିଶିଷ୍ଟ ସମୟ, ଯହିଁରେ ସଂସାରରେ ରୋଗର ମୃତ୍ୟୁର ବିଶେଷ ଭୟ ଥାଏ —୨. Particular periods during the months of Āṡwina and Kārttika, regarded as a period of general sickness and mortality.
[ ଦ୍ର— କାହା କାହା ମତରେ ଆଶ୍ୱିନ ମାସର ଶେଷ ଆଠ ଦିନ ଓ ପୂରା କାର୍ତ୍ତିକ ମାସ ଯମଦଂଷ୍ଟ୍ରା ଅଟେ କାହାରି କାହାରି ମତରେ କାର୍ତ୍ତିକର ଶେଷ ଆଠ ଦିନ ଓ ମାର୍ଗଶିରର ପ୍ରାରମ୍ଭିକ ଆଠ ଦିନ ଯମଦଂଷ୍ଟ୍ରା ଅଟେ ଏ ସମୟରେ ଅଳ୍ପ ଭୋଜନ ଓ ସଂଯମ କରିବା ପାଇଁ ଚିକିତ୍ସା ଶାସ୍ତ୍ରରେ ଉପଦେଶ ଅଛି—ହିନ୍ଦୀ - ଶ.