Jump to content

ଯମଦଣ୍ଡ

ଉଇକିଅଭିଧାନ‌ରୁ

ଯମଦଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)

[ସମ୍ପାଦନା]
୧. ମୃତ୍ୟୁଦଣ୍ଡ —୧. Death penalty
୨. ମୃତ୍ୟୁ —୨. Death.

(ଉ—ଯମ— ଦଣ୍ଡରୁ ମୋ ରକ୍ଷା କେମନ୍ତଟି ହେବହେ— କବିସୂର୍ଯ୍ୟ, କିଶୋରୀଚମ୍ଫୂ—ଯ. ଗୀତ)

୩. (ସାମୁଦ୍ରିକ) ମନୁଷ୍ୟର ଲଲାଟରେ ଥିବା ଊର୍ଦ୍ଧ୍ୱରେଖାରୁ ଏକତର —୩. (cheiromancy) One of the lines on the brow of a man.

[ ଦ୍ର— ଅନ୍ୟ ରେଖାର ନାମ ରାଜଦଣ୍ଡ

୪: (୬ଷ୍ଠୀତତ୍) ଯମରାଜାଙ୍କ ଧୃତ କଳ୍ପିତ ଦଣ୍ଡ ବା ଯଷ୍ଟି —୪. The sceptre said to beheld by J̄ama