Jump to content

ଯମଦାଢ଼

ଉଇକିଅଭିଧାନ‌ରୁ

ଯମଦାଢ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଯମକାରି—ଅନ୍ୟରୂପ)

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯମଧାର)

୧. ଉଭୟ ପାର୍ଶ୍ୱରେ ତୀକ୍ଷ୍ମଧାର— ବିଶିଷ୍ଟ ଖଡ୍ଗ; କଟାରି —୧. Name of a sword, sharp on both sides; double edged sword.

[ ଉ—"ବାହାର କରି ଯମଦାଢୁଁ ବାସ—ବାନ୍ଧିଲେ ଶାଢ଼ୀ ହେଲୁ ଲଙ୍କେଶ" ଭଞ୍ଜ. ବୈଦେହୀଶବିଳାସ

୨. (ସଂସ୍କୃତ - ଯମଦଂଷ୍ଟ୍ରା) ମୃତ୍ୟୁର ଆକ୍ରମଣ; ମୁତ୍ୟୁମୁଖ — ୨. Attack of death; jaws of death.