ଯମନିକ
ତୀର୍ଥ ବିଶେଷ (ଏହି ତୀର୍ଥରେ ଯମେଶ୍ୱର ଦେବତା ଅଛନ୍ତି)—(ଉ—'ଯମନିକ ନମେ ତୀର୍ଥ ଆଦ୍ୟ'— ପ୍ରାଚୀ. ରହସ୍ୟମଞ୍ଜରୀ )