ଯମପୁରକୁ ପେଷିବା
ଦେଖଣା
ଯମପୁରକୁ ପେଷିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯମପୁରକୁ ପେଷିବା
|
(ଯମପୁରକୁ ପଠା[ଠେ]ଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ହତ୍ୟା କରିବା —To murder; to kill.
[ ଉ— ପେଷିବି ଯୁଦ୍ଧରେ ମୁଁ ଯମପୁରେ ରାଗେ କୃଷ୍ଣସିଂହ. ମହାଭାରତ ବିରାଟ ]