ଯମବାସୀ
ଯମପୁରସ୍ଥ, ଅର୍ଥାତ୍ ମୃତ ବା ହତ —Dead; killed
[ ଉ—ମୋ ମୁଖେ ପଡ଼ିଲେ କରିବ ଯମବାସୀ କୃଷ୍ଣସିଂହ. ମହାଭାରତ. ବନ ]