ଯମଳ
ଦେଖଣା
ଯମଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଯମ୍ ଧାତୁ + କର୍ମ. ଅଳ)
[ସମ୍ପାଦନା]- ୧. ଯୁଗ୍ମ; ପୋଡ଼ା — ୧. A pair; a couple; a brace.
- ୨. ଦୁଇ ସଂଖ୍ୟା —୨. The number two (Apte).
- ୩. ବୃନ୍ଦାବନସ୍ଥ ବୃକ୍ଷବିଶେଷ; ଯମଳାର୍ଜୁନ (ଦେଖ) - — ୩. Twin trees of Bṛundābana; J̄amaḻārjuna (See)
- ୪. ଯୋଡ଼ାରୁ ଏକ —୪. One of a couple (Apte).