Jump to content

ଯମଳାର୍ଜୁନ

ଉଇକିଅଭିଧାନ‌ରୁ

ଯମଳାର୍ଜୁନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯମକ + ଅର୍ଜୁନ)

[ସମ୍ପାଦନା]

ବୃନ୍ଦାବନସ୍ଥ ବୃକ୍ଷଦ୍ୱୟ Name of twin trees of Bṛundābana which were snapped asunder by Ṣrīkṛushṇa when he was a mere child.

[ ଦ୍ର—କୁବେରପୁତ୍ର ନଳକୁବର ଓ ମଣିଗ୍ରୀବ ନୁହେଁ ମଦ ପଇ ଉନ୍ମତ୍ତାବସ୍ଥାରେ ନଗ୍ନ ହୋଇ ସ୍ତ୍ରୀମାନଙ୍କ ସଙ୍ଗେ ନଦୀର କ୍ରୀଡ଼ା କରୁଥିବା ଯୋଗୁଁ ନାରଦ ମୁନିଙ୍କ ଅଭିଶାପରୁ ଜାଆଁଳା ଅର୍ଜୁନ ଗଛ ରୂପେ ଜନ୍ମି ଥିଲେ ଓ ଶ୍ରୀକୃଷ୍ଣ ବାଲ୍ୟକ୍ରୀଡ଼ାଜଳରେ ଏ ବୃକ୍ଷଦ୍ୱୟକୁ ଭାଙ୍ଗି ପକାଇ ଏ ଦୁହିଙ୍କୁ ଶାପମୁକ୍ତ କରିଥିଲେ ]