Jump to content

ଯମସୂ

ଉଇକିଅଭିଧାନ‌ରୁ

ଯମସୂ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁଂ.) (ଯମ+ସୂ ଧାତୁ+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]

ସୂର୍ଯ୍ୟ — The sun.

ବିଶେଷ୍ୟ - (ସ୍ତ୍ରୀ)

[ସମ୍ପାଦନା]

ଯେଉଁ ସ୍ତ୍ରୀ ଜାଆଁଳା ପିଲା ପ୍ରସବ କରେ —A mother of twins.