ଯମିବା
ଦେଖଣା
ଯମିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଜମିବା (ଦେଖ) - —୧. J̄amibā (See)
- ୨. (ଯାତ୍ରା, ନାଟ ଆଦି) ଦର୍ଶକରେ ପୂର୍ଣ୍ଣହେବା; ବହୁ ଦର୍ଶକ ଆକର୍ଷଣ କରିବା —୨. To attract a crowd of spectators.
- ୩. (ଘୋଡ଼ା)— ଅଗ୍ରସର ନ ହୋଇ ଏକସ୍ଥାନରେ ଠିଆ ହୋଇ ରହିବା ବା
ଗୋଡ଼ ଉଠାଇ ନାଚିବା —୩. (a horse) To stand still or todance at the same place without proceeding further.
- ୪. (ଶୋଭା— ଯାତ୍ରା, ଉତ୍ସବାଦି) ଆଡ଼ମ୍ୱରମୟ ହେବା —୪. (A procession) To be pompous.