Jump to content

ଯମୀ

ଉଇକିଅଭିଧାନ‌ରୁ

ଯମୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ— (ଯମ + ସ୍ତ୍ରୀ. ଈ)

[ସମ୍ପାଦନା]

ଯମଙ୍କ ଭଉଣୀ ଯମୁନାନଦୀ — The river J̄amunā.

ସଂସ୍କୃତ - ବିଶେଷଣ - ପୁଂ. (ଯମିନ୍; ଯମ + ଅସ୍ତ୍ୟର୍ଥେ ଇନ୍)

[ସମ୍ପାଦନା]

ଜିତେନ୍ଦ୍ରିୟ; ସଂଯମବିଶିଷ୍ଟ — Self-controlled.

(ସ୍ମୃତିବାକ୍ୟ—ଅହିଂସା ସତ୍ୟ— ମସ୍ତେୟଂ ବ୍ରହ୍ମଚର୍ଯ୍ୟମକଳ୍ମଷଂ ଇତି ପଞ୍ଚ ଯମା ଯେକ୍ଷା ସନ୍ତୀତି ଯମିନଃ ସ୍ମତାଃ)