Jump to content

ଯମୁନା

ଉଇକିଅଭିଧାନ‌ରୁ

ଯମୁନା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ— (ଯମ୍ ଧାତୁ = ବିରତ ହେବା+କର୍ତ୍ତୃ. ଉନ+ସ୍ତ୍ରୀ ଆ)

[ସମ୍ପାଦନା]
୧. ଦୂର୍ଗା; ଭବାନୀ; ଭଗବତୀ —୧. The Goddess Durgā
୨. ଉତ୍ତରଭାରତର ନଦୀ— ବିଶେଷ —୨. The river Jamuna which rises from the south of the Himalayas and falls into the Ganges at Allahabad after a course of ୩୭୮ miles.

[ ଦ୍ର—ଏହା ହିମାଳୟ ଦକ୍ଷିଣାଂଶର ଯମୁନୋତ୍ତରୀ ନାମକ ସ୍ଥାନରୁ ବାହାରି ପ୍ରୟୋଗଠାରେ ଗଙ୍ଗାରେ ମିଶି ଅଛି ପୁରାଣମତେ ଏ ସୂର୍ଯ୍ୟଙ୍କ କନ୍ୟା ଓ ଯମଙ୍କ ଭଉଣୀ ଯମୁନା ଗଙ୍ଗା ନଦୀରେ ମିଶିଥିବା ସ୍ଥାନରେ ଅନ୍ୟ ଗୋଟିଏ ନଦୀ ସରସ୍ୱତୀ ମଧ୍ୟ ମିଶିଥିଲା ମାତ୍ର ସରସ୍ୱତୀ ବର୍ତ୍ତମାନ ଅଦୃଶ୍ୟ ହୋଇଅଛି ଏହି ସଙ୍ଗମସ୍ଥାନର ନାମ ପ୍ରୟାଗ ବା ତ୍ରିବେଣୀ ଏଠାରେ ବ୍ରହ୍ମା ଯାଗ କରି ଥିବାରୁ ଏହାର ନାମ ପ୍ରୟାଗ ଏହି ହିନ୍ଦୁମାନଙ୍କର ଗୋଟିଏ ପ୍ରଧାନ ତୀର୍ଥ ଓ ଏଠାରେ ୧୨: ବର୍ଷରେ ଥରେ ଲେଖାଏଁ କୁମ୍ଭମେଳା ହୁଏ ଯମୁନା ନଦୀକୁଳରେ ଦିଲ୍ଲୀ, ଆଗ୍ରା, ମଥୁରା ଓ ବୃନ୍ଦାବନ ଅବସ୍ଥିତ ଯମୁନା ନଦୀ କ୍ରମଶଃ ବୃନ୍ଦାବନଠାରୁ ଦୂରକୁ ଘୁଞ୍ଚି ଯାଉଥିବା ଦେଖାଯାଏ ଏହି ଯମୁନା ଜଳରେ ଶ୍ରୀକୃଷ୍ଣ କାଳୀୟ ନାଗକୁ ଦଳନ କରିଥିଲେ ଏହା କୂଳରେ ଗୋପୀମାନଙ୍କ ସଙ୍ଗେ ଶ୍ରୀକୃଷ୍ଣ ବାଲ୍ୟକାଳରେ ନାନାବିଧ ଲୀଳା କରିଥିଲେ]

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ସ୍ତ୍ରୀଲୋକଙ୍କ ଦିଆଯିବା ନାମ —A name given to women.