Jump to content

ଯମୁନାଭିଦ୍

ଉଇକିଅଭିଧାନ‌ରୁ

ଯମୁନାଭିଦ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯମୁନା + ଭିଦ୍ ଧାତୁ+କର୍ତ୍ତୃ. କ୍ୱିପ୍ =ଖଣ୍ଡକାରୀ)

[ସମ୍ପାଦନା]

ବଳରାମ —Baḻarāma

[ ଦ୍ର—ବଳରାମ ଲଙ୍ଗଳଦ୍ୱାରା ୟମୁନା ନଦୀକୁ ଦ୍ୱିଖଣ୍ଡ କରିଥିବାର କଥା ପୁରାଣରେ ଅଛି ]