Jump to content

ଯମୁନା କୂଳିଆ

ଉଇକିଅଭିଧାନ‌ରୁ

ଯମୁନା କୂଳିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -(ଯମୁନାକୂଳସ୍ଥ କେଳି କଦମ୍ୱ, ବଂଶୀବଟୀ, କେଳି ବିପିନରେ ଓ କୁଞ୍ଜମାନଙ୍କରେ ଥାଇ ମୁରଲୀ— ନାଦଦ୍ୱାରା ଗୋପୀଙ୍କୁ ମୋହିତ କରି ବିବିଧ ଲୀଳା ଭିଆଇ ଥିବାରୁ ଏହି ନାମ; ଯମୁନା କୂଳବିହାରୀ)

[ସମ୍ପାଦନା]

ଶ୍ରୀକୃଷ୍ଣଙ୍କର ବିଶେଷଣ —A epithet of Ṡrīkṛushṇa