Jump to content

ଯମୁନା ଗାଧୁଆ

ଉଇକିଅଭିଧାନ‌ରୁ

ଯମୁନା ଗାଧୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - —(ଯମୁନା + ଗାତ୍ରଧାପନ)

[ସମ୍ପାଦନା]
୧. ହିନ୍ଦୁମାନଙ୍କ ଚକ୍ଷୁରେ ପବିତ୍ର ଯମୁନା ନଦୀରେ ନଦୀରେ ସ୍ନାନ ୧. A bath in the sacred river J̄amunā.
୨. ଦୋଳପୂର୍ଣ୍ଣିମା ବାସୀ ଦିନ ବା ଚୈତ୍ର କୃଷ୍ଣ ତ୍ରୟୋଦଶୀ ତିଥିରେ ପଡ଼ିବା ବାରୁଣୀ ଦିନ ଶ୍ରୀକୃଷ୍ଣପ୍ରତିମାଙ୍କୁ ନଦୀ ପୁଷ୍କରିଣୀ ଆଦିରେ ସ୍ନାନ କରାଇବା ଉତ୍ସବ —୨. The ceremony of giving a bath to the image of Ṡṛīkṛushṇa on the morrow of Dolapūrnimā or in Ch&aline;i̱tra.