ଯମେଶ୍ୱର
ଦେଖଣା
ଯମେଶ୍ୱର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଯମପୂଜିତ ଇଶ୍ୱର)
[ସମ୍ପାଦନା]- ୧. ଶିବ (ହିନ୍ଦୀ - ଶ.) ୧. Ṡiba.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶିବଲିଙ୍ଗ ବିଶେଷ —୧. Name of an image of Ṡiba
[ ଉ—ଯମନୀଳ ନାମେ ତୀର୍ଥ ଆଦ୍ୟ, ତହିଁ ଯମେଶ୍ୱର ଦେବତା ପ୍ରସିଦ୍ଧ ପ୍ରାଚୀ. ରହସ୍ୟମଞ୍ଜରୀ]
- ୨. ପୁରୁଷଙ୍କୁ ଦିଆଯିବା ନାମ —୨. A name given to males.