Jump to content

ଯମ ଦୂତ

ଉଇକିଅଭିଧାନ‌ରୁ

ଯମ ଦୂତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯମଙ୍କର ଦୂତ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ଯମରାଜାଙ୍କର ଯେଉଁ ଭୃତ୍ୟମାନେ ମୃତବ୍ୟକ୍ତିର ଆତ୍ମାକୁ ପୃଥିବୀରୁ ଯମପୁରକୁ ନେବାପାଇଁ ଆସନ୍ତି —୧. Messengers sent by the God of death to take the departing souls to hell.
୨. ଯମଦୂତଙ୍କ ପରି ବିକଟାକାର ଭୟଙ୍କର ମୂର୍ତ୍ତି —୨. Persons having fearful appearance like the messengers of the God of death.