ଯମ ବ୍ରତ
ରାଜଧର୍ମ ବିଶେଷ; ପକ୍ଷପାତ ରହିତ ହୋଇ ଅପରାଧିଗଣଙ୍କୁ ଶାସନ କରିବା — Impartial government of the offenders by the king.