Jump to content

ଯମ ଯନ୍ତ୍ରଣା

ଉଇକିଅଭିଧାନ‌ରୁ

ଯମ ଯନ୍ତ୍ରଣା

ଉଚ୍ଚାରଣ

[ସମ୍ପାଦନା]

(ଯମ ଯାତନା— ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଯମ + ଯନ୍ତ୍ରଣା)

[ସମ୍ପାଦନା]
୧. ମୃତ୍ୟୁର ଆନୁସଙ୍ଗିକ ଯନ୍ତ୍ରଣା —୧. The pangs of death.
୨. ନରକ ଯନ୍ତ୍ରଣା — ୨. The punishment of sinners in hell
୩. (ଲକ୍ଷଣାର୍ଥ) ଅତି ଭୟଙ୍କର ଉତ୍ପୀଡ଼ନ —୩. (figurative) Horrible torture; extreme pain.