Jump to content

ଯଯାତିପତନ

ଉଇକିଅଭିଧାନ‌ରୁ

ଯଯାତିପତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମହାଭାରତୋକ୍ତ ହିନ୍ଦୁମାନଙ୍କ ତୀର୍ଥ ବିଶେଷ — A sacred place of pilgrimage for the Hindus.

(ଉ—ଯଯାତିପତନକୁ ଯାଏ ଯେଉଁ ନର, ଅଶ୍ୱମେଧ ଫଳଟି ହୁଅଇ ତାହାର କୃଷ୍ଣସିଂହ. ମହାଭାରତ. ବନ )