Jump to content

ଯଯୀ

ଉଇକିଅଭିଧାନ‌ରୁ

ଯଯୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଯା ଧାତୁ= ଗମନ କରିବା + ସଂଜ୍ଞାର୍ଥେ. ଈ, ଇ, ଦ୍ୱିତୁ, ନିପାତନ)

[ସମ୍ପାଦନା]
୧. ଶିବ; ମହାଦେବ — ୧. Ṡiba.
୨. (+ ଅଧିକରଣ ଈ) ପଥ; ରାସ୍ତା — ୨. Road.
୩. (+ କରଣ ଈ) ଘୋଡ଼ା (ହିନ୍ଦୀ - ଶ.) ୩. Horse.