ଯଶଃଶ୍ରୀବାଞ୍ଛିତ ଶୁଭାର୍ଶୀର୍ବାଦ
- ରୋ.ଟ୍ରା. — J̄aṡaḥṡrī bān̄chhita ṡubhāṡīrbāda
- ଆଇ.ପି.ଏ. — dʒˌʌʃʌʃɾibˈantʃʰitˌo ʃˌubʰaɾʃˈiɾbadˌɔ
ସଂସ୍କୃତ - ବି—(ବିଶିଷ୍ଟ ଓ ଆଶୀର୍ଭାଜନ ବ୍ୟକ୍ତିଙ୍କଠାରୁ ପ୍ରେରିତ ପତ୍ରରେ ବ୍ୟବହୃତ)
[ସମ୍ପାଦନା]
କୌଣସି ବ୍ୟକ୍ତିଙ୍କ ପାଇଁ କୀର୍ତ୍ତି ଓ ସମ୍ଫଦ ପ୍ରାପ୍ତି ବାଞ୍ଛାଯୁକ୍ତ ଆଶୀର୍ବାଦ —Blessing or benediction wishing fame and prosperity to a person.