Jump to content

ଯଶସ୍ୱିନୀ

ଉଇକିଅଭିଧାନ‌ରୁ

ଯଶସ୍ୱିନୀ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — J̄aṡaswinī
  • ଆଇ.ପି.ଏ. — dʒˈɔ tˌaleboʃʃˈɔ dˌonteʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ nˈɔ dˈiːɾɡʰikˌaɾ

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଯଶସ୍+ଅସ୍ୟ୍ତର୍ଥେ. ବିନ୍+ସ୍ତ୍ରୀ ଈ)

[ସମ୍ପାଦନା]

ଯଶସ୍ୱୀର ସ୍ତ୍ରୀଲିଙ୍ଗ —Feminine of J̄aṡaswī.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କଟଭୀ; ମହାଜ୍ୟୋତିଷ୍ମତୀ ଗୁଳ୍ମ — ୧. A phosphorescent plant diffusing light in the night; Cardiospermum Helicacabum
୨. ଯବତିକ୍ତା; ଦୁରାଲଭା (ଦେଖ) - —୨. J̄abatiktā Durālabha (See)
୩. ବଦରା; ବନକାର୍ପାସୀ; ବଣ— କପା; ବୋଡ଼ିକପା —୩. A kind. of cotton growing wild; Gossypum Arboreum.
୪. ଗଙ୍ଗାନଦୀ (ହ.ଶ) —୪. The river Ganges.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶରୀରସ୍ଥ ପ୍ରଧାନ ଦଶନାଡ଼ୀ ମଧ୍ୟରୁ ଏକତମ (ଦଶ ନାଡ଼ୀ ତଳେ ନୋଟ୍ ଦେଖ) —One of the chief arteries of the body;