Jump to content

ଯଶୋଘ୍ନ

ଉଇକିଅଭିଧାନ‌ରୁ

ଯଶୋଘ୍ନ

ଉଚ୍ଚାରଣ

[ସମ୍ପାଦନା]
(ପଶୋଘ୍ନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଯଶଃ+ହନ୍=ନାଶ କରିବା+କର୍ତ୍ତ ଅ)

[ସମ୍ପାଦନା]

ଯାହା ଯଶଃ ନାଶକରେ; ଯଶୋହାନିକାରକ — Destroying one's fame; destructive of one's good name.