ଯଶୋଦାତା
(ଯଶୋଦାୟକ, ଯଶୋଦାୟୀ—ଅନ୍ୟରୂପ)
(ଯଶୋଦାତ୍ରୀ, ଯଶୋଦାୟୀକା, ଯଶୋଦାୟୀନୀ—ସ୍ତ୍ରୀ)
ଯେ କୌଣସି ବ୍ୟକ୍ତିକୁ ଯଶସ୍କର କରାଏ —Conferring fame or renown on a person.