ଯଶୋବନ୍ତୀ
ଯଶୋଦା; ଶ୍ରୀକୃଷ୍ଣଙ୍କ ପାଳୟିତ୍ରୀ ମାତା —Srīkṛushṇa's foster- mother.
(ଉ—ନନ୍ଦର ବୃଦ୍ଧ କାଳ ପୁତ୍ର, ଯଶୋବନ୍ତୀର ନିଜ ନେତ୍ର—ଭୂପତି ପ୍ରେମ ପଞ୍ଚାମୃତ)