Jump to content

ଯଶୋମୟ

ଉଇକିଅଭିଧାନ‌ରୁ

ଯଶୋମୟ

ଉଚ୍ଚାରଣ

[ସମ୍ପାଦନା]
(ଯଶୋମୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯଶସ୍+ମୟ)

[ସମ୍ପାଦନା]
୧. ଯଶୋମଣିତ; ଯଶସ୍ୱୀ —୧. Famous.
୨. କୌଣସି ବ୍ୟକ୍ତିଙ୍କର କୀର୍ତ୍ତିଦ୍ୱାରା ପରିପୂରତ (ସ୍ଥାନ) —୨. (a place) Ressounding with the fame of a person.