Jump to content

ଯଶୋରଶ୍ମି

ଉଇକିଅଭିଧାନ‌ରୁ

ଯଶୋରଶ୍ମି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧା; ଯଶଃ+ରଶ୍ମି)

[ସମ୍ପାଦନା]
୧. ଯଶୋରୂପ ଆଲୋକ —୧. Fame compared to rays of light.
୨. (୬ଷ୍ଠୀ ତତ୍; ଯଶଃ+ରଶ୍ମି) ଯଶଃର ପ୍ରଭାବ ବା ଦୀପ୍ତି —୨. The influece or glamour of a person's fame.