Jump to content

ଯଷ

ଉଇକିଅଭିଧାନ‌ରୁ

ଯଷ

ଉଚ୍ଚାରଣ

[ସମ୍ପାଦନା]
(ଯକ୍ଷୀ, ଯକ୍ଷିଣୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁ (ଯକ୍ଷ୍ ଧାତୁ=ପୂଜା କରିବା +କର୍ମ.ଅ)

[ସମ୍ପାଦନା]
୧. ଦେବଯୋନିବିଶେଷ; କୁବରଙ୍କ ଧନର ଓ ଉଦ୍ୟାନର ରକ୍ଷକ ; ଗୁହ୍ୟକ —୧. A mythological class of demigods entrusted with the care of the gardan and the treasure of the Hindu God of riches.

[ଦ୍ରଷ୍ଟବ୍ୟ —ଏମାନଙ୍କର ସାଧମା କଲେ ସାଧକ ବହୁ ଧନାଶାଳୀ ହିଏ କୁବେରାଜ୍ଞାରେ ନିର୍ବାସିତ ଗୋଟିଏ ଯକ୍ଷପ କଳ୍ପତ ବିପହବେଦନା କାଳିଦାସ ମେଘଦୂତରେ ବର୍ଣ୍ଣନା କରିଅଛନ୍ତି]

୨. ଭୂତଯୋନି ବିଶେଷ —୨. A class of ghosts or evil spirits.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅତି କୃପଣ ବ୍ୟକ୍ତି —୧. A miser.
୨. ନିର୍ଦ୍ଦୟବ୍ୟକ୍ତି —୨. A cruel person.
୩. ଖୁବ୍ ଧନୀଲେକ —୩. A very rich man.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. କୃପଣ —୧. Miserly.
୨. ନିର୍ଦ୍ଦୟ —୨. Crue.
୩. ଧନୀ ଅଥଚ କୃପଣ — ୩. Rich yet miserly.