Jump to content

ଯଷ୍ଟିସ୍

ଉଇକିଅଭିଧାନ‌ରୁ

ଯଷ୍ଟିସ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - (ଇଂ, ଜଷ୍ଟିସ୍=ମୂଳ ଅର୍ଥ ନ୍ୟାୟବିଚାର)

[ସମ୍ପାଦନା]
୧. ହାଇକୋଟ୍ର ଜଜ୍ମାନଙ୍କ ନାମ ପୂର୍ବରେ ଲାଗିବା ଉପାଧି —୧. A title prefixed to the name of a High-court Judge; Justice
୨. (ଆଧୁନିକ) ମାନ୍ଦ୍ରାଜ ପ୍ରଦେଶର ବ୍ୟବସ୍ଥାପକ ସଭାର ସଭ୍ୟମାନଙ୍କ ମଧ୍ୟରେ ଅଳ୍ପ ଦିନ ହେଲା ଗଢ଼ା ଯାଇଥିବା ଗୋଟିଏ ରାଜନୀତିକ ଦଳ —A political party formed in the Legislative Council of the Madras presidency; the Justice patry.