ଯଷ୍ଟିସ୍ ଅଫ୍ଦି ପୀସ୍
ଦେଖଣା
ଯଷ୍ଟିସ୍ ଅଫ୍ଦି ପୀସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯଷ୍ଟିସ୍ ଅଫ୍ଦି ପୀସ୍
|
ବୈଦେଶିକ - (ଇଂରାଜୀ - ଜଷ୍ଟିସ୍ ଅଫ୍ଦି ପୀସ୍) ବିଶେଷ୍ୟ -
[ସମ୍ପାଦନା]ଇଂରାଜି ଶାସିତ ରାଜ୍ୟରେ କେତେକ ବିଶିଷ୍ଟ କ୍ଷମତା ପ୍ରାପ୍ତ ମାଜିଷ୍ଟ୍ରେଟ —A Justice of the peace.
[ଦ୍ରଷ୍ଟବ୍ୟ —ଏମାନେ ଭାରତରେ ଇଉରୋପୀୟ ବା ଗୋରା ଅପରାଧୀମାଙ୍କ ଅପରାଧକୁ ବିଚାର କରିବା ଓ ଅନ୍ୟ କେତେ ଅଧିକାର ପାଇଁ ସରକାରଙ୍କଠାରୁ ବିଶିଷ୍ଟ କ୍ଷମତା ପାଇଥାଆନ୍ତି]