Jump to content

ଯଷ୍ଟି ପ୍ରହରଣା

ଉଇକିଅଭିଧାନ‌ରୁ

ଯଷ୍ଟି ପ୍ରହରଣା

ଉଚ୍ଚାରଣ

[ସମ୍ପାଦନା]
(ଯଷ୍ଟି ପ୍ରହରଣ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ଠେଙ୍ଗା ଯାହାର ଅସ୍ତ୍ର ଅଟେ —Having a stick or cudgel as one's weapon; armed with a lathi.