Jump to content

ଯଷ୍ଟି ମଧୁ

ଉଇକିଅଭିଧାନ‌ରୁ

ଯଷ୍ଟି ମଧୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯଷ୍ଟି+ମଧୁ)

[ସମ୍ପାଦନା]

ଯାଠି ମହୁ; ଏକ ପ୍ରକାର ବୃକ୍ଷର କିଞ୍ଚିତ୍ ତିକ୍ତ ମିଠା ମୂଳ — A plant with sweet root; Glycyrrhiza Glabra; liquorice root.

[ଦ୍ରଷ୍ଟବ୍ୟ —ଏହା ବୃକ୍ଷବିଶେଷର ଶୁକ୍ଳାଭ କନ୍ଦ ଏହା ଶିମ୍ୱାଦି ବର୍ଗର ବୃକ୍ଷ; ଭାରତର ଉତ୍ତରପଶ୍ଚିମ ପ୍ରାନ୍ତ ଦେଶରେ ଓ ବିଦେଶରେ ଜନ୍ମେ (ଯୋଗେଶ୍ଚନ୍ଦ୍ର) ଜଳଜ ଯଷ୍ଟମଧୁର ନାମ କ୍ଳୀତନକ ଓ ଧୂଲିକା ଏହା ଶୀତଳ, ଗୁରୁ, ମଧୁର ରସ, ଚକ୍ଷୁର ହିତକର, ବଳ— କାରକ, ବର୍ଣ୍ଣ ପ୍ରସାଦକ, ସୁସ୍ନିଗ୍ଧ. ଶୁକ୍ରକାରକ, କେଶ୍ୟ ଓ ସ୍ୱର ବର୍ଦ୍ଧକ ଏହା ପିତ୍ତ, ବାୟୁ, ରକ୍ତଦୁଷ୍ଟି, ବ୍ରଣ, ଶୋଥ, ବିଷଦୋଷ, ଛର୍ଦ୍ଦି, ତୃଷ୍ଣା, ଗ୍ଳାନି ଓ କ୍ଷୟ ପ୍ରଶମକ—ଦ୍ରବ୍ୟଗୁଣ]