ଯଷ୍ଟି ଯନ୍ତ୍ର
ଯଷ୍ଟିର ଛାୟାଦ୍ୱାରା ସମୟ ଜଣାଯିବା ପାଇଁ କେନ୍ଦ୍ରରେ ଗୋଟିଏ ଯଷ୍ଟି ପୋତା ହୋଇଥିବା. ସୂର୍ଯ୍ୟ ଘଡ଼ି (ହିନ୍ଦୀ - ଶ) —A sun-dial in which a stick is set at the centre to indicate the time of the day by the shadow of the stick.