ଯଷ୍ଟ୍ୟାହତ
(ଯଷ୍ଟ୍ୟାହତା—ସ୍ତ୍ରୀ)
(ଯଷ୍ଟି ପ୍ରହୃତ—ଅନ୍ୟରୂପ)
ଯାହାକୁ ବାଡ଼ିଦ୍ୱାରା ପ୍ରହାର କରାଯାଇ ଅଛି —Struck with a Stick.