ଯସମ୍
ଏକ ପ୍ରକାର ଆନୀଳ ପଥର — A kind of greenish stone.
[ବ୍ର—ଏହା ଚୀନ୍ରେ ଓ ଲଙ୍କାରେ ମିଳେ ଏହାକୁ ଲୋକେ ତାବିଜ ଭଳି ଛାତିରେ ପିନ୍ଧିନ୍ତି ଏ ପଥର ପିନ୍ଧିବା ଲୋକ ରୋଗମୁକ୍ତ ହୁଏ ଓ ତାଠାରେ ବଜ୍ର ପଡ଼େ ନାହିଁ—ହିନ୍ଦୀ - ଶ]