ଯହିଁକି
ଦେଖଣା
ଯହିଁକି
ଉଚ୍ଚାରଣ
[ସମ୍ପାଦନା][ଆପେକ୍ଷିକ ଶବ୍ଦ—ତହିଁକି (କୁ)]
ଅନୁବାଦ
[ସମ୍ପାଦନା]ଦେଶଜ - ସର୍ବ.
[ସମ୍ପାଦନା]- ୧. ଯାହିଁକି; ଯେଉଁ ସ୍ଥାନକୁ; ଯେଉଁଠାକୁ — ୧. To which place; whereto
- ୨. ଯେଉଁ ବିଷୟ ପ୍ରିତି; ଯେଉଁ କଥାକୁ —୨. To which matter; in respect of which matter.
[ଯଥା—ମୁଁ ଯହିଁକି ଡରୁଥିଲି, ସେହି କଥା ଘଟିଲା]
- ୩. ଯାହା ପାଇଁ —୩. For Which.
(ଉ—ଯହିଁକି ଯେ. ବିରିକି ଚାଉଳ ତିନ୍ତେଇଦେଶଜ - ଢଗ)