ଯହିଁତକ୍
ଦେଖଣା
ଯହିଁତକ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଯହିଁତକ୍
|
ଦେଶଜ - ଅ
[ସମ୍ପାଦନା]- ୧. ଯାହାଁତକ୍; ଯେ ପର୍ଯ୍ୟନ୍ତ; ଯେଉଁ ସମୟ ପର୍ଯ୍ୟନ୍ତ —Till which time.
- ୨. ଯେଉଁ ସ୍ଥାନ ପର୍ଯ୍ୟନ୍ତ —୨. Upto which place.
- ୩. ଯେଉଁ ଦୂରତ୍ୱ ପର୍ଯ୍ୟନ୍ତ — ୩. Upto which length or distance.